ಅರ್ಥ : ପାଣି ବା କିଛି ତରଳ ପଦାର୍ଥରେ ଓଦାହେବାପାଇଁ କୌଣସି ବସ୍ତୁକୁ ସେଥିରେ ବୁଡ଼ାଇବା
ಉದಾಹರಣೆ :
ସକାଳେ ଖାଇବାପାଇଁ ମାଆ ପ୍ରତିଦିନ ରାତିରେ ଚଣା ଭିଜାନ୍ତି
ಸಮಾನಾರ್ಥಕ : ଆର୍ଦ୍ର କରିବା, ପାଣିରେ ବୁଡ଼ାଇ ରଖିବା, ଭିଜେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଣି କିମ୍ବା କୌଣସି ତରଳ ପଦାର୍ଥର ସଂଯୋଗରେ ନରମ କରିବା
ಉದಾಹರಣೆ :
କୁମ୍ଭାର ମାଠିଆ ତିଆରି କରିବାପାଇଁ ମାଟି ଭିଜାଉଛି
ಸಮಾನಾರ್ಥಕ : ଓଦା କରିବା
ಇತರ ಭಾಷೆಗಳಿಗೆ ಅನುವಾದ :