ಅರ್ಥ : ଭାଗ୍ୟ ଉପରେ ନିର୍ଭର କରୁଥିବା ବ୍ୟକ୍ତି
ಉದಾಹರಣೆ :
ଆଜିର କର୍ମ ପ୍ରଧାନ ଯୁଗରେ ବି ଭାଗ୍ୟବାଦୀମାନେ କମ୍ ନାହାନ୍ତି
ಸಮಾನಾರ್ಥಕ : ଦୈବବାଦୀ
ಇತರ ಭಾಷೆಗಳಿಗೆ ಅನುವಾದ :
भाग्य को महत्व देनेवाला या भाग्य पर ही आश्रित रहनेवाला व्यक्ति।
आज के कर्म प्रधान युग में भी भाग्यवादियों की कमी नहीं है।Anyone who submits to the belief that they are powerless to change their destiny.
determinist, fatalist, predestinarian, predestinationistಅರ್ಥ : ଭାଗ୍ୟକୁ ମହତ୍ତ୍ୱ ଦେଉଥିବା ବା ଭାଗ୍ୟ ଉପରେ ହିଁ ଆଶ୍ରିତ ରହୁଥିବା ବ୍ୟକ୍ତି
ಉದಾಹರಣೆ :
ଆଜିର କର୍ମପ୍ରଧାନ ଯୁଗରେ ଭାଗ୍ୟବାଦୀ ବ୍ୟକ୍ତିମାନଙ୍କୁ ବେଳେବେଳେ ପଛରେ ରହିବାକୁ ପଡ଼ୁଛି
ಸಮಾನಾರ್ಥಕ : ଦୈବବାଦୀ, ପ୍ରାରବ୍ଧବାଦୀ
ಇತರ ಭಾಷೆಗಳಿಗೆ ಅನುವಾದ :
भाग्य को महत्व देनेवाला या भाग्य पर ही आश्रित रहनेवाला।
आज के कर्म प्रधान युग में भाग्यवादी व्यक्ति को कभी-कभी पछताना भी पड़ता है।