ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ତଳୁ ଉପରଆଡ଼କୁ ନେଇଯିବା
ಉದಾಹರಣೆ : ସେ ପ୍ରତିଦିନ ପାଣିପମ୍ପ ଦ୍ୱାରା ଟାଙ୍କିରେ ପାଣି ଚଢ଼ାଏ
ಸಮಾನಾರ್ಥಕ : ଚଢାଇବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
नीचे से ऊपर की ओर ले जाना।
ಅರ್ಥ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ : କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
ಸಮಾನಾರ್ಥಕ : ପୂରାଇବା, ପୂର୍ଣ୍ଣକରିବା, ବୋଝେଇକରିବା, ଭରିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
अटाने का काम दूसरे से कराना।
Make full, also in a metaphorical sense.
ಅರ್ಥ : କୌଣସି ବସ୍ତୁ ଜଳେଇବାପାଇଁ ନିଆଁରେ ପକାଇବା
ಉದಾಹರಣೆ : ରୋଷେଇ କଳାବେଳେ ସୀତା ବାରମ୍ବାର କୁଟା ଚୁଲିରେ ମୋହୁଁଥିଲା
ಸಮಾನಾರ್ಥಕ : ପୂରେଇବା, ମୋହିଁବା
कोई वस्तु जलाने के लिए आग में फेंकना।
Stir up or tend. Of a fire.
ಅರ್ಥ : ଛୁଞ୍ଚିକଣାରେ ସୁତା ଆଦି ଭର୍ତ୍ତିକରିବା
ಉದಾಹರಣೆ : ଥଳିଟି ସିଲେଇ କରିବାପାଇଁ ସେ ଛୁଞ୍ଚିରେ ସୁତା ପୁରାଉଛି
ಸಮಾನಾರ್ಥಕ : ପୁରାଇବା, ପୁରେଇବା
सुई के छेद या नाके में तागा आदि डालना।
Pass a thread through.
ಸ್ಥಾಪನೆ