ಅರ್ಥ : ଉତ୍କୃଷ୍ଟ ବା ବହୁମୂଲ୍ୟ ବସ୍ତୁଗୁଡ଼ିକର ସଂଗ୍ରହ
ಉದಾಹರಣೆ :
ତା ପାଖରେ ପୁରୁଣା ଗହଣା, ମୁଦ୍ରା ଆଦିର ଭଣ୍ଡାର ରହିଛି
ಸಮಾನಾರ್ಥಕ : କୋଷ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟରେ ଜ୍ଞାନ ବା ଗୁଣ ଆଦିର ବହୁତ ବଡ଼ ଗନ୍ତାଘର
ಉದಾಹರಣೆ :
ସନ୍ଥ କବୀର ଜ୍ଞାନର ଭଣ୍ଡାର ଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ସ୍ଥାନରେ କୋଷ ବା ବହୁତ ଧନ ରହିଥାଏ
ಉದಾಹರಣೆ :
ଡକାୟତମାନେ ଭଣ୍ଡାରରେ ରଖାଯାଇଥିବା ସବୁ ଧନ ଚୋରେଇନେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
A storehouse for treasures.
treasure house