ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକାଠି ବନ୍ଧା ଯାଇଥିବା ବସ୍ତୁର ପରିମାଣ
ಉದಾಹರಣೆ : କୃଷକ ଧାନର ବୋଝ ବଳଦ ଗାଡ଼ିରେ ଲଦୁଛି
ಸಮಾನಾರ್ಥಕ : ଭାର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक में बंधा हुआ वस्तुओं का ढेर।
Weight to be borne or conveyed.
ಅರ್ಥ : ଲୁଗାପଟା, କାଗଜଆଦିକୁ ଗୁଡ଼େଇ ବା ଏକାଠିକରି ବନ୍ଧାଯାଇଥିବା ଏକ ରୂପ
ಉದಾಹರಣೆ : ସେ ବଜାରରୁ ଚାରି ଗାଣ୍ଠି ଲୁଗା ଆଣିଲା
ಸಮಾನಾರ್ಥಕ : ଗଣ୍ଠିଲି, ଗାଣ୍ଠି, ବଣ୍ଡଲ
लपेटे हुए या इकट्ठा किए हुए कपड़े, काग़ज़ आदि का एक में बाँधा हुआ समूह।
A collection of things wrapped or boxed together.
ಅರ್ಥ : କାହାରି ରକ୍ଷଣାବେକ୍ଷଣରେ ରହିବା ତଥା ତାଙ୍କପାଇଁ ଉପଯୋଗୀ ନହେବାର ଅବସ୍ଥା
ಉದಾಹರಣೆ : କର୍ମହୀନ ବ୍ୟକ୍ତି ପୃଥିବୀପାଇଁ ଭାର ହୋଇଥାଏ
किसी की जिम्मेदारी बनकर रहने तथा उसके लिए कुछ उपयोगी न होने की अवस्था।
An onerous or difficult concern.
ಅರ್ಥ : ଯାହାକୁ କାହା ଉପରେ ଲଦାଯାଇଥାଏ ବା ଲଦାଯାଏ
ಉದಾಹರಣೆ : ମୁଁ ଶହେ କିଲୋରୁ ଅଧିକ ବୋଝ ଉଠେଇ ପାରିବି ନାହିଁ
वह जो किसी पर लदा हो या लादा जाता हो।
ಸ್ಥಾಪನೆ