ಅರ್ಥ : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା
ಉದಾಹರಣೆ :
କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି
ಸಮಾನಾರ್ಥಕ : ପତୁଳି ପକାଇବା, ବେଙ୍ଗଳା ପକାଇବା, ବେଙ୍ଗୁଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବେଙ୍ଗଳାକାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ଅମଳ କରିବା ସମୟରେ ଶସ୍ୟକୁ ବଳଦଙ୍କଦ୍ୱାରା ବେଙ୍ଗଳା ପକାନ୍ତି
ಸಮಾನಾರ್ಥಕ : ବେଙ୍ଗଳା ପକାଇବା
ಇತರ ಭಾಷೆಗಳಿಗೆ ಅನುವಾದ :