ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପ୍ରତି ଏକକ ସମୟରେ ନିର୍ଦ୍ଧାରିତ କରାଯାଇଥିବା ଦୂରତା
ಉದಾಹರಣೆ : କାର ୫୦ କିଲୋମିଟର ଗତିରେ ଯାଉଛି
ಸಮಾನಾರ್ಥಕ : ଗତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
प्रति इकाई समय में तय की गई दूरी।
Distance travelled per unit time.
ಅರ್ಥ : ଗତି ବଢ଼ିବାର ଅବସ୍ଥା
ಉದಾಹರಣೆ : ପବନ ବହୁତ ବେଗରେ ବହୁଅଛି
ಸಮಾನಾರ್ಥಕ : ଉଗ୍ରତା, ଜୋର, ତୀବ୍ରତା, ପ୍ରଚଣ୍ଡତା, ପ୍ରବଳତା
तेज़ होने की अवस्था।
High level or degree. The property of being intense.
ಅರ್ಥ : ବହିବାର କ୍ରିୟା ବା ଭାବ
ಉದಾಹರಣೆ : ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
ಸಮಾನಾರ್ಥಕ : ଧାର, ପ୍ରବାହ, ସୁଅ
जल,वायु आदि का किसी दिशा में गमन या बहने की क्रिया या भाव।
The act of flowing or streaming. Continuous progression.
ಸ್ಥಾಪನೆ