ಅರ್ಥ : ସୌରଜଗତର ପଞ୍ଚମ ଗ୍ରହ ଯିଏ ପୃଥିବୀଠାରୁ ବହୁତ ଦୂରରେ ଅଛନ୍ତି
ಉದಾಹರಣೆ :
ବୃହସ୍ପତି ସବୁ ଗ୍ରହଙ୍କ ମଧ୍ୟରେ ବଡ଼
ಇತರ ಭಾಷೆಗಳಿಗೆ ಅನುವಾದ :
सौर जगत का पाँचवा ग्रह जो पृथ्वी से बहुत दूर है।
बृहस्पति सब ग्रहों से बड़ा है।The largest planet and the 5th from the sun. Has many satellites and is one of the brightest objects in the night sky.
jupiterಅರ್ಥ : ସବୁ ଦେବତାଙ୍କ ଗୁରୁ ହୋଇଥିବା ଜଣେ ଦେବତା
ಉದಾಹರಣೆ :
ବିପଦ ସମୟରେ ବୃହସ୍ପତି ଦେବତାମାନଙ୍କୁ ସାହାଯ୍ୟ କରିଥାନ୍ତି
ಸಮಾನಾರ್ಥಕ : ଗୁରୁ, ଦେବଗୁରୁ, ଦେବାଚାର୍ଯ୍ୟ, ସୁରାଚାର୍ଯ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
एक देवता जो सब देवताओं के गुरु हैं।
आपत्तिकाल में बृहस्पति देवताओं की मदद करते हैं।Personification of the power of ritual devotion.
brihaspatiಅರ್ಥ : ଅଙ୍ଗିରା ଋଷିଙ୍କ ପୁତ୍ର ଥିବା ଜଣେ ପୌରାଣିକ ଋଷି
ಉದಾಹರಣೆ :
ଭରଦ୍ୱାଜ ଋଷିଙ୍କୁ ବୃହସ୍ପତି ଋଷିଙ୍କ ପୁତ୍ର ବୋଲି ଗ୍ରହଣ କରାଯାଏ
ಸಮಾನಾರ್ಥಕ : ବୃହସ୍ପତି ଋଷି
ಇತರ ಭಾಷೆಗಳಿಗೆ ಅನುವಾದ :
एक पौराणिक ऋषि जो अंगिरा ऋषि के पुत्र थे।
भरद्वाज ऋषि बृहस्पति के पुत्र माने जाते हैं।A mentor in spiritual and philosophical topics who is renowned for profound wisdom.
sage