ಅರ್ಥ : ପାଣିରେ ପୂର୍ଣ୍ଣ ହୋଇଯିବା
ಉದಾಹರಣೆ :
ଗୋଟିଏ ଦିନ ବର୍ଷାରେ ସାରା ଗାଁ ବୁଡ଼ିଗଲା
ಇತರ ಭಾಷೆಗಳಿಗೆ ಅನುವಾದ :
Cover with liquid, usually water.
The swollen river flooded the village.ಅರ್ಥ : ପାଣି ବା ଅନ୍ୟ କୌଣସି ତରଳ ପଦାର୍ଥରେ ପୂରିଥିବା ଜିନିଷ
ಉದಾಹರಣೆ :
ତୋଫାନ୍ କାରଣରୁ ଜାହାଜ ପାଣିରେ ବୁଡ଼ିଗଲା
ಸಮಾನಾರ್ಥಕ : ଡୁବିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ, କାମ ଇତ୍ୟାଦି ନଷ୍ଟ ହୋଇଯିବା
ಉದಾಹರಣೆ :
ତାର ପୂରା ଧନ୍ଦା ବୁଡ଼ିଗଲା
ಸಮಾನಾರ್ಥಕ : ନଷ୍ଟ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
कोई वस्तु, कार्य आदि का नष्ट हो जाना।
उसका पूरा धंधा डूब गया।Grow worse.
Her condition deteriorated.