ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବୁଂଦିଆ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବୁଂଦିଆ   ବିଶେଷ୍ୟ

ಅರ್ಥ : ବେସନ ଆଣକୁ ଗୋଲ କଣା ଯୁକ୍ତ ଛାଞ୍ଚରେ ଫୁଟନ୍ତା ତେଲରେ ପକାଇ ଛଣା ହୋଇଥିବା ଛୋଟ ଗୋଲ ପୋଲା ଖଣ୍ଡ ଯେଉଁଥିରେ ଲଡୁ, ରାଇତା ଆଦି ତିଆରି କରାଯାଏ

ಉದಾಹರಣೆ : ଲଡୁ ତିଆରି କରିବାପାଇଁ ମାଆ ବୁନ୍ଦିଆ ଛାଣୁଛନ୍ତି

ಸಮಾನಾರ್ಥಕ : ବୁଂଦି, ବୁନ୍ଦି, ବୁନ୍ଦିଆ


ಇತರ ಭಾಷೆಗಳಿಗೆ ಅನುವಾದ :

बेसन के घोल को गोल छेद वाले साँचे से खौलते तेल में डालकर तला हुआ छोटा गोल पोला टुकड़ा जिससे लड्डू, रायता आदि बनाये जाते हैं।

माँ लड्डू बनाने के लिए बुँदिया तल रही है।
गुलदाना, बुँदिया, बूँदी, बूंदिया, बूंदी

ಅರ್ಥ : ଏକ ପ୍ରକାରର ମିଠା ଜିନିଷ ଯେଉଁଥିରୁ ଲଡ଼ୁ ବି ତିଆରି ହୁଏ

ಉದಾಹರಣೆ : ସେ ବୁନ୍ଦିଆ ଖାଉଛି

ಸಮಾನಾರ್ಥಕ : ବୁନ୍ଦିଆ


ಇತರ ಭಾಷೆಗಳಿಗೆ ಅನುವಾದ :

एक प्रकार की मिठाई जिसके लड्डू भी बनते हैं।

वह बूँदी खा रहा है।
गुलदाना, बुँदिया, बूँदा, बूँदी, बूंदिया, बूंदी

A food rich in sugar.

confection, sweet