ಅರ್ಥ : ଦେବ ପୂଜନର ଷୋଡଶ ଉପଚାରମାନଙ୍କ ମଧ୍ୟରୁ ଶେଷ ଉପଚାର ଯେଉଁଥିରେ ଆହୁତ ଦେବତାଙ୍କୁ ନିବେଦନ କରାଯାଏ-ଏବେ ପୂଜା ସରିଲା,ଆପଣ ଦୟା କରି ପ୍ରସ୍ଥାନ କରନ୍ତୁ
ಉದಾಹರಣೆ :
ସତ୍ୟନାରାୟଣ ପୂଜାର ବିସର୍ଜନ ପରେ ସମସ୍ତେ ପ୍ରସାଦ ଗ୍ରହଣ କଲେ
ಇತರ ಭಾಷೆಗಳಿಗೆ ಅನುವಾದ :
देव-पूजन के सोलह उपचारों में से अंतिम उपचार जिसमें आहूत देवता के प्रति यह निवेदन होता है कि अब पूजन हो चुका, आप कृपया प्रस्थान करें।
सत्यनारायण की पूजा में विसर्जन के पश्चात् सबने प्रसाद ग्रहण किया।