ಅರ್ಥ : ଛନ୍ଦ ଶାସ୍ତ୍ର ଅନୁସାରେ କବିତା ବା ପଦ୍ୟର ପାଦରେ ଥିବା ସେହି ସ୍ଥାନ ଯେଉଁଠି ପଢିବା ସମୟରେ ଏହାର ଲୟ ଠିକ ରଖିବା ପାଇଁ ସାମାନ୍ୟ ବିଶ୍ରାମ ଥାଏ
ಉದಾಹರಣೆ :
କବିତା ପଢିବା ସମୟରେ ବିରାମ ଉପରେ ଧ୍ୟାନ ଦେବା ଜରୁରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାର୍ଯ୍ୟ କରିବା ସମୟରେ କିଛି କାଳ ଅଟକି ଯାଇ ଶରୀରକୁ ଆରାମ ଦେବାର କ୍ରିୟା
ಉದಾಹರಣೆ :
ଥକିଯିବାପରେ ବିଶ୍ରାମ ଆବଶ୍ୟକ
ಸಮಾನಾರ್ಥಕ : ଆରାମ
ಇತರ ಭಾಷೆಗಳಿಗೆ ಅನುವಾದ :
Freedom from activity (work or strain or responsibility).
Took his repose by the swimming pool.