ಅರ್ಥ : କେତେକ ଦେଶର କ୍ଷେତ୍ରୀୟ ଓ ପ୍ରଶାସନିକ ବିଭାଗ
ಉದಾಹರಣೆ :
ସେ ଫ୍ରାନ୍ସର ବିଭାଗ ବିଷୟରେ କହୁଥିଲେ
ಸಮಾನಾರ್ಥಕ : ଡିପାର୍ଟମେଂଟ, ଡିପାର୍ଟମେଣ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
कुछ देशों का क्षेत्रीय और प्रशासनिक विभाग।
वह फ्रांस के विभाग के बारे में बता रहा है।The territorial and administrative division of some countries (such as France).
departmentಅರ್ಥ : କିଛି ସାମାନ୍ୟ କର୍ମରେ ମିଶିବା ବା ମିଳିତ ହୋଇକିଛି କାମକରିବା ଅବା ମିଳିତ ସହଯୋଗରେ ବ୍ୟକ୍ତି ବା ସମୂହ
ಉದಾಹರಣೆ :
ଏହି ବିଦ୍ୟାଳୟର ପ୍ରଶାସନିକ ବିଭାଗ ପ୍ରତ୍ୟେକ ସପ୍ତାହରେ ସଭା କରିଥାନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
व्यक्तियों का वह समूह जो कुछ सामान्य कर्म से जुड़ा हो या एक साथ कोई काम करता हो और एक इकाई के रूप में माना जाता हो।
इस विद्यालय के प्रशासनिक निकाय की हर हप्ते एक संगोष्ठी होती है।A group of persons associated by some common tie or occupation and regarded as an entity.
The whole body filed out of the auditorium.ಅರ್ಥ : ସୁବିଧା ବା ସୁବ୍ୟବସ୍ଥାପାଇଁ କାର୍ଯ୍ୟର ଅଲଗା ହୋଇଥିବା କ୍ଷେତ୍ର
ಉದಾಹರಣೆ :
ଆପଣ ଆଇ.ଆଇ.ଟିର କେଉଁ ବିଭାଗରେ କାମ କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
A specialized division of a large organization.
You'll find it in the hardware department.ಅರ್ಥ : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
ಉದಾಹರಣೆ :
ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
ಸಮಾನಾರ್ಥಕ : ବିଭାଜନ, ଭାଗ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
An arithmetic operation that is the inverse of multiplication. The quotient of two numbers is computed.
divisionಅರ್ಥ : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
ಉದಾಹರಣೆ :
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
ಸಮಾನಾರ್ಥಕ : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ଭାଗ
ಇತರ ಭಾಷೆಗಳಿಗೆ ಅನುವಾದ :
Something determined in relation to something that includes it.
He wanted to feel a part of something bigger than himself.ಅರ್ಥ : କୌଣସି ବିଦ୍ୟାଳୟରେ ଶିକ୍ଷକ ଏବଂ ପ୍ରଶାସନିକ କାର୍ଯ୍ୟକୁ ଦେଖାରଖା କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ସମୂହ
ಉದಾಹರಣೆ :
ଆଜି ଆମରି ବିଦ୍ୟାଳୟରେ ବିଭାଗର ଗୋଟିଏ ସଭା ହେବ
ಸಮಾನಾರ್ಥಕ : ଫ୍ୟାକଲଟି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାର୍ଯ୍ୟର ସୁବିଧା ବା ପ୍ରବନ୍ଧ ନିମନ୍ତେ ସ୍ବତନ୍ତ୍ର ଭାବେ ଗଠିତ ପ୍ରଶାସନିକ ବିଭାଗ
ಉದಾಹರಣೆ :
ରମଣ ଗଣିତ ବିଭାଗରେ କାର୍ଯ୍ୟରତ
ಇತರ ಭಾಷೆಗಳಿಗೆ ಅನುವಾದ :
An administrative unit in government or business.
divisionಅರ್ಥ : କୌଣସି ବିଷୟ ବା ସିଦ୍ଧାନ୍ତ ସମ୍ପର୍କରେ ଏକ ବିଚାର ବା ମତ ଦେଉଥିବା ଲୋକମାନଙ୍କ ବର୍ଗ
ಉದಾಹರಣೆ :
ଜୈନଧର୍ମ ଅନ୍ତର୍ଗତ ଦୁଇଟି ଶାଖା ଦିଗମ୍ବର ଏବଂ ଶ୍ୱେତାମ୍ବର ନାମରେ ପରିଚିତ
ಇತರ ಭಾಷೆಗಳಿಗೆ ಅನುವಾದ :