ಅರ್ಥ : ଯେଉଁ ପ୍ରକ୍ରିୟାରେ ବିଭିନ୍ନ ଦେଶଗୁଡ଼ିକର ମୁଦ୍ରାର ଆପେକ୍ଷିକ ମୂଲ୍ୟ ସ୍ଥିର ହୋଇ ସେହି ଅନୁସାରେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ଚାଲେ
ಉದಾಹರಣೆ :
ବିନିମୟ କାରଣରୁ ଟଙ୍କାର ମୂଲ୍ୟ ପ୍ରତିଦିନ କମ୍-ବେଶୀ ହେଉଥାଏ
ಅರ್ಥ : ବସ୍ତୁଆଦିର ଦେବା ନେବାର ପ୍ରକ୍ରିୟା
ಉದಾಹರಣೆ :
ପାରସ୍ପରିକ ବିନିମୟରେ ଜୀବନ ନିର୍ବାହକରିବା ପ୍ରଣାଳୀ ପ୍ରାଚୀନକାଳରୁ ରହିଛି ବସ୍ତୁ ବିକ୍ରି କରିଥିବା ସମୟରେ ସେ ଠକିଦେଲା
ಸಮಾನಾರ್ಥಕ : ଅଦଳବଦଳ, ଆଦାନ-ପ୍ରଦାନ, ବିକ୍ରି
ಇತರ ಭಾಷೆಗಳಿಗೆ ಅನುವಾದ :
The act of giving something in return for something received.
Deductible losses on sales or exchanges of property are allowable.ಅರ್ಥ : ଯେଉଁ ପ୍ରକ୍ରିୟାରେ ବିଭିନ୍ନ ପକ୍ଷ ବା ଦେଶମାନଙ୍କ ମଧ୍ୟରେ ଆଦାନ ପ୍ରଦାନ ବିନିମୟ ପତ୍ର ଅନୁସାରେ ହୋଇଥାଏ
ಉದಾಹರಣೆ :
ଭାରତର ଅନେକ ଦେଶ ସହିତ ପଣ୍ୟଦ୍ରବ୍ୟ ବିନିମୟ ହୁଏ
ಇತರ ಭಾಷೆಗಳಿಗೆ ಅನುವಾದ :
वह प्रक्रिया जिसके अनुसार भिन्न-भिन्न पक्षों या देशों का लेन-देन विनिमय-पत्रों के अनुसार होता है।
भारत का कई देशों के साथ विनिमय होता है।Reciprocal transfer of equivalent sums of money (especially the currencies of different countries).
He earns his living from the interchange of currency.