ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବିଦାକି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବିଦାକି   ବିଶେଷ୍ୟ

ಅರ್ಥ : ବିଦାୟ ଦେବା ସମୟରେ ଦିଆ ଯାଉଥିବା ଧନ

ಉದಾಹರಣೆ : ଅତିଥିମାନଙ୍କୁ ଶହେଟଙ୍କା ଲେଖାଏଁ ବିଦାକି ମିଳିଛି

ಸಮಾನಾರ್ಥಕ : ମେଲାଣି ଦକ୍ଷିଣା


ಇತರ ಭಾಷೆಗಳಿಗೆ ಅನುವಾದ :

विदा करते समय दिया जाने वाला धन।

मेहमानों को सौ-सौ रुपये विदाई मिली।
बिदाई, बिदायगी, रुखसती, विदाई, विदायगी

ಅರ್ಥ : ମାଙ୍ଗଳିକ କାର୍ଯ୍ୟରେ ବାରିକ,ଭାଟ,ବାଜାବାଲା ଆଦିଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ଏବଂ ବିଦାକି

ಉದಾಹರಣೆ : ବାରିକ ବିଦାକିକୁ ନେଇ ସନ୍ତୁଷ୍ଟ ନଥିଲା

ಸಮಾನಾರ್ಥಕ : ପାଉଣା


ಇತರ ಭಾಷೆಗಳಿಗೆ ಅನುವಾದ :

शुभ अवसरों पर नाइयों, भाटों, बाजेवालों आदि को दिया जानेवाला निमंत्रण और बिदाई।

नाई आखत से संतुष्ट नहीं था।
आखत

ಅರ್ಥ : ବାରିକ, ଧୋବା ଇତ୍ୟାଦି ବିବାହ ଆଦି ମଙ୍ଗଳ ଅବସରରେ ନେଉଥିବା ପାଉଣା

ಉದಾಹರಣೆ : ଶ୍ୟାମାର ଶାଶୁଘରଲୋକ ବିଦାକି ଦେବାପାଇଁ ଭଲଭଲ ଶାଢ଼ୀ ଆଣିଛନ୍ତି


ಇತರ ಭಾಷೆಗಳಿಗೆ ಅನುವಾದ :

नाई, धोबी आदि जो विवाह आदि मंगल अवसरों पर नेग लेते हैं।

श्यामा के ससुराल वाले पौनियों को देने के लिए अच्छी-अच्छी साड़ियाँ लाए हैं।
पवनी, पौनी