ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଦବା-ନବାଆଦି ବିଶେଷ କାର୍ଯ୍ୟପାଇଁ ଦେୟ ବା ପ୍ରାପ୍ୟ ଧନ
ಉದಾಹರಣೆ : ବ୍ୟାଙ୍କଦ୍ୱାରା ଆପଣ ଏପର୍ଯ୍ୟନ୍ତ କେତେ ପରିମାଣର ଧନ ପ୍ରାପ୍ତ ହୋଇଛନ୍ତି?
ಸಮಾನಾರ್ಥಕ : ଧନରାଶି, ପରିମାଣ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
रुपए-पैसे की मात्रा।
A quantity of money.
ಅರ್ಥ : ଟଙ୍କା-ପଇସା, ସୁନା-ରୂପା,ଜମି-ଜମା ଇତ୍ୟାଦି
ಉದಾಹರಣೆ : ଧନ-ଦୌଲତର ଉପଯୋଗ ଭଲ କାମରେ କରାଯିବା ଆବଶ୍ୟକ
ಸಮಾನಾರ್ಥಕ : ଅର୍ଥ, ଟଙ୍କା ପଇସା, ଦୌଲତ, ଧନ, ଧନ-ଦୌଲତ, ବିଭବ, ବୈଭବ
सोना-चाँदी, ज़मीन-जायदाद आदि संम्पत्ति जिसकी गिनती पैसे के रूप में होती है।
Wealth reckoned in terms of money.
ಸ್ಥಾಪನೆ