ಅರ್ಥ : ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା
ಉದಾಹರಣೆ :
ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି
ಸಮಾನಾರ್ಥಕ : ଅଯଥା ଯୁକ୍ତି, ବିତଂଡା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବ୍ୟର୍ଥ ବିବାଦ ବା ମତାନ୍ତର
ಉದಾಹರಣೆ :
ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?
ಸಮಾನಾರ್ಥಕ : ବିତଂଡା, ବିତଂଡାବାଦ, ବିତଣ୍ଡାବାଦ
ಇತರ ಭಾಷೆಗಳಿಗೆ ಅನುವಾದ :
व्यर्थ का विवाद या कहासुनी।
इस तरह की वितंडाओं से आखिर तुम्हें क्या मिलता है?ಅರ್ಥ : ଅଯଥା ଯୁକ୍ତିତର୍କ
ಉದಾಹರಣೆ :
ଆଜି ରାମ ଏବଂ ଶ୍ୟାମ ମଧ୍ୟରେ ଏକ ଛୋଟ କଥାକୁ ନେଇ ବିତଣ୍ଡା ହେଲା
ಸಮಾನಾರ್ಥಕ : କନ୍ଦଳ, କଳି, ଝଗଡ଼ା, ତକରାଳ, ଯୁକ୍ତିତର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକାଠି ବସି କୌଣସି ପ୍ରସଙ୍ଗ ଉପରେ ତର୍କ ବିତର୍କ କରିବା
ಉದಾಹರಣೆ :
ରାମ ଏବଂ ଶ୍ୟାମ ଅନାବଶ୍ୟକ ସମସ୍ୟାକୁ ନେଇ ଯୁକ୍ତିତର୍କ କରୁଛନ୍ତି
ಸಮಾನಾರ್ಥಕ : ତର୍କବିତର୍କ, ବାଦବିବାଦ, ଯୁକ୍ତିତର୍କ
ಇತರ ಭಾಷೆಗಳಿಗೆ ಅನುವಾದ :
एक साथ बैठकर किसी मुद्दे आदि पर तर्क वितर्क करना या उस मुद्दे पर सहमत न होना।
राम और श्याम अनावश्यक मसले पर वाद विवाद कर रहे हैं।