ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହାର କୌଣସି ବିଷୟରେ ଭଲ ଜ୍ଞାନ ରହିଛି
ಉದಾಹರಣೆ : ଭାରତ ପ୍ରଥମରୁ ହିଁ ବିଦ୍ୱାନମାନଙ୍କ ଦେଶ
ಸಮಾನಾರ್ಥಕ : କୋବିଦ, ଜ୍ଞାତା, ଜ୍ଞାନୀ, ପଣ୍ଡିତ, ବିଦ୍ୱାନ, ବିବୁଧ, ସୁମନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह जिसे किसी चीज का अच्छा ज्ञान हो।
Someone who has been admitted to membership in a scholarly field.
ಅರ್ಥ : ଯିଏ ଶିକ୍ଷା ଗ୍ରହଣ କରିଛି
ಉದಾಹರಣೆ : ଶିକ୍ଷିତ ବ୍ୟକ୍ତି ହିଁ ରାଷ୍ଟ୍ରର କର୍ଣ୍ଣଧାର ହୋଇଥାନ୍ତି
ಸಮಾನಾರ್ಥಕ : ପଢ଼ାଲିଖା, ପଢ଼ୁଆ, ଶିକ୍ଷିତ, ସାକ୍ଷର
जिसने शिक्षा ग्रहण की हो।
Possessing an education (especially having more than average knowledge).
ಅರ್ಥ : ଯେ ବହୁତ ବେଶି ପାଠ ପଢ଼ିଛି
ಉದಾಹರಣೆ : ଆଜିର ସଭାରେ କେହିଜଣେ ବିଦ୍ୱାନ ବ୍ୟକ୍ତି ଭାଷଣ ଦେଇଥିଲେ
ಸಮಾನಾರ್ಥಕ : ଜ୍ଞାନୀ, ପଣ୍ଡିତ, ବିଦ୍ୱାନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जिसने बहुत अधिक विद्या अर्जित की हो।
ಅರ್ಥ : ଯାହାର ଅବଗତି ଅଛି
ಉದಾಹರಣೆ : ଏହି କାମକୁ କୌଣସି ଅଭିଜ୍ଞ ଲୋକକୁ ଦିଅନ୍ତୁ
ಸಮಾನಾರ್ಥಕ : ଅଭିଜ୍ଞ, ଜ୍ଞାତା
जिसे जानकारी हो।
ಸ್ಥಾಪನೆ