ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ତର୍କ କରାହୋଇଥିବା
ಉದಾಹರಣೆ : ବିସଂବାଦିତ ସମସ୍ୟାଗୁଡ଼ିକର ଶୀଘ୍ର ହିଁ ସମାଧାନ ହେବା ଉଚିତ
ಸಮಾನಾರ್ಥಕ : ଆଲୋଚିତ, ତର୍କିତ, ବିସଂବାଦିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
तर्क किया हुआ।
ಅರ್ಥ : ଯାହା ବିଚାରପାଇଁ ଯୋଗ୍ୟ
ಉದಾಹರಣೆ : ଏହା ଏକ ବିଚାରଯୋଗ୍ୟ ପ୍ରସ୍ତାବ
ಸಮಾನಾರ್ಥಕ : ବିଚାରଣୀୟ, ବିଚାରଯୋଗ୍ୟ, ବିଚାରାଧୀନ, ବିଚାର୍ୟ
जो विचार करने के योग्य हो।
ಅರ್ಥ : ଯାହା ଉପରେ ବିଚାରହୋଇଛି କିମ୍ବା କରାଯାଉଛି
ಉದಾಹರಣೆ : ଏହି ମାମଲା ଆମଦ୍ୱାରା ବିଚାରିତ, ତେଣୁ ଏହାଉପରେ ପୁଣିଥରେ ବିଚାର କରିବାର କୌଣସି ଆବଶ୍ୟକତା ନାହିଁ
ಸಮಾನಾರ್ಥಕ : ବିମର୍ଶିତ
जिस पर विचार हुआ या किया गया हो।
ಸ್ಥಾಪನೆ