ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ବସ୍ତୁକୁ ଆବେଗ ସହିତ ଫୋପାଡ଼ିବା କ୍ରିୟା
ಉದಾಹರಣೆ : ଭାରତର ଶ୍ରୀ ହରିକୋଟ୍ଟାରେ କୃତ୍ରିମ ଉପଗ୍ରହ ପ୍ରକ୍ଷେପଣ କରାଯାଏ
ಸಮಾನಾರ್ಥಕ : ପ୍ରକ୍ଷେପଣ, ବିକ୍ଷେପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी वस्तु को आवेग के साथ उछालने या फेंकने की क्रिया।
The act of propelling with force.
ಅರ್ಥ : ଧନୁରେ ଡୋରୀ ଲଗାଇବାର କ୍ରିୟା
ಉದಾಹರಣೆ : ରାଜା ବିକ୍ଷେପଣ ପରେ ଶିକାର ଉପରେ ନିଶାଣ କଲେ
ಸಮಾನಾರ್ಥಕ : ବିକ୍ଷେପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
धनुष की डोरी चढ़ाने की क्रिया।
ಅರ್ಥ : ଚଳଚଞ୍ଚଳ ହେଉଥିବା ମନ
ಉದಾಹರಣೆ : ବିକ୍ଷେପକୁ ଦୂର କରିନପାରିଲେ ସାଧନା ସମ୍ଭବ ନୁହେଁ
मन के इधर-उधर भटकने की अवस्था या भाव।
The trait of being frivolous. Not serious or sensible.
ಸ್ಥಾಪನೆ