ಅರ್ಥ : ନିଜର ଉଦ୍ଗମ ସ୍ଥାନରୁ ପ୍ରକଟ ହେବା
ಉದಾಹರಣೆ :
ଗଂଙ୍ଗା ଗଂଙ୍ଗୋତ୍ରୀରୁ ବାହାରିଛି
ಸಮಾನಾರ್ಥಕ : ନିର୍ଗମ ହେବା, ପ୍ରାଦୂର୍ଭୂତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଦାନା ବା ଘାଆ ରୂପରେ ଶରୀରରେ ଉତ୍ପନ୍ନ ହେବା
ಉದಾಹರಣೆ :
ଗରମ ଦିନରେ ଶୁଭମ ଦେହରେ ଘିମିରି ଉଠେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅକ୍ଳେଶରେ ଉଚ୍ଚାରିତ ହେବା
ಉದಾಹರಣೆ :
ଗୁଳି ବାଜିବାକ୍ଷଣି ଗାନ୍ଧିଜୀଙ୍କ ମୁହଁରୁ ହେ ରାମ ବାହାରିଲା ସାପକୁ ଦେଖି ପିଲାଟି ମୁହଁରୁ ଚିତ୍କାର ବାହାରିଲା
ಇತರ ಭಾಷೆಗಳಿಗೆ ಅನುವಾದ :
अनायास उच्चरित होना।
गोली लगते ही गाँधीजी के मुख से हे राम निकला।ಅರ್ಥ : ପ୍ରଚଳିତ ବା ଲାଗୁହେବା
ಉದಾಹರಣೆ :
ଏଠି ପ୍ରତିଦିନ ନୂଆନୂଆ ଫେସନ୍ର ପୋଷାକ ବାହାରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ରସ ବାହାରିବା
ಉದಾಹರಣೆ :
ତା ଘାଆରୁ ରକ୍ତମିଶା ପାଣି ଝରୁଛି
ಸಮಾನಾರ್ಥಕ : ଗଳିବା, ଝରିବା, ସ୍ରାବ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ପୁସ୍ତକଆଦି ଛପା ହୋଇ ଆସିବା
ಉದಾಹರಣೆ :
ତାଙ୍କର ଏକ ନୂଆ କବିତା ପୁସ୍ତକ ପ୍ରକାଶିତ ହୋଇଛି
ಸಮಾನಾರ್ಥಕ : ପ୍ରକାଶିତ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଅନବରତ ରସ ସ୍ୱରୂପ ବାହାରିବା
ಉದಾಹರಣೆ :
ତାଙ୍କର ବଥରୁ ପୂଜ ବୋହୁଛି
ಸಮಾನಾರ್ಥಕ : ବୋହିବା
ಇತರ ಭಾಷೆಗಳಿಗೆ ಅನುವಾದ :