ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ବହୁତ କଥା କହୁଥିବା ବ୍ୟକ୍ତି
ಉದಾಹರಣೆ : କୁହାଳିଆଙ୍କ ମଝିରେ ଚୁପ୍ ରହିବା ହିଁ ଠିକ୍ ହେବ
ಸಮಾನಾರ್ಥಕ : ଅତିଭାଷୀ, କୁହାଳିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
बहुत बोलने वाला व्यक्ति।
A boring person who talks a great deal about uninteresting topics.
ಅರ್ಥ : କ୍ରୋଧ, ପ୍ରେମଆଦି କାରଣରୁ ଯେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ
ಉದಾಹರಣೆ : କ୍ରୋଧରେ ପାଗଳ ବ୍ୟକ୍ତି କିଛି ବି କରିପାରେ
ಸಮಾನಾರ್ಥಕ : ପାଗଳ, ବାଇଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
क्रोध,प्रेम आदि के कारण जो आपे में न हो।
ಅರ್ಥ : ବହୁତ କହିବାବାଲା
ಉದಾಹರಣೆ : ପ୍ରଭୁଙ୍କ କୃପାରୁ ଘୁଙ୍ଗା ମଧ୍ୟ ପ୍ରଗଳ୍ଭ ହୋଇପାରେ
ಸಮಾನಾರ್ಥಕ : ଅତିକୁହା, ପ୍ରଗଳ୍ଭ, ବହୁବୋଲା, ବାତୁଳ, ବାତୁଳି
बहुत बोलने वाला।
Full of trivial conversation.
ಸ್ಥಾಪನೆ