ಅರ್ಥ : ଦେଶରୁ ବହିଷ୍କୃତ ହେବା ଦଣ୍ଡ
ಉದಾಹರಣೆ :
ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
ಸಮಾನಾರ್ಥಕ : ନିର୍ବାସନ, ନିର୍ବାସିତ, ବାହାର
ಇತರ ಭಾಷೆಗಳಿಗೆ ಅನುವಾದ :
देश से निकाले जाने का दंड।
ब्रिटिश राज्य में स्वतंत्रता सेनानियों को देश निकाले की सजा दी जाती थी।The act of expelling a person from their native land.
Men in exile dream of hope.ಅರ್ಥ : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
ಉದಾಹರಣೆ :
ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :
A group's refusal to have commercial dealings with some organization in protest against its policies.
boycottಅರ್ಥ : ବାହାର କରିବା ବା ନିକାଲିବା କ୍ରିୟା
ಉದಾಹರಣೆ :
ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ ବହିଷ୍କାର କଲା
ಸಮಾನಾರ್ಥಕ : ବହିଷ୍କରଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
ಉದಾಹರಣೆ :
ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
ಸಮಾನಾರ್ಥಕ : ନିର୍ବାସନ, ନିଷ୍କାସନ
ಇತರ ಭಾಷೆಗಳಿಗೆ ಅನುವಾದ :
The act of expelling a person from their native land.
Men in exile dream of hope.