ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ବହିଷ୍କରଣ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ବହିଷ୍କରଣ   ବିଶେଷ୍ୟ

ಅರ್ಥ : ଯେଉଁ ଦଣ୍ଡରେ ଅପରାଧୀକୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କୌଣସି ଏକ ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥାଏ

ಉದಾಹರಣೆ : ଏହି ଫିଲ୍ମରେ ନାୟକକୁ ନିର୍ବାସନ ମିଳିଛି

ಸಮಾನಾರ್ಥಕ : ନିର୍ବାସନ, ବିତାଡ଼ନ


ಇತರ ಭಾಷೆಗಳಿಗೆ ಅನುವಾದ :

एक प्रकार का दंड जिसमें अपराधी को एक निश्चित समय तक एक निश्चित क्षेत्र में प्रवेश की मनाही होती है।

तड़ीपार के सज़ायाफ्ता कैदी पर पुलिस नज़र रखी हुई है।
तड़ीपार

ಅರ್ಥ : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ

ಉದಾಹರಣೆ : ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ

ಸಮಾನಾರ್ಥಕ : ବର୍ଜନ, ବହିଷ୍କାର


ಇತರ ಭಾಷೆಗಳಿಗೆ ಅನುವಾದ :

किसी विषय में किसी से मतभेद होने पर विरोध या असंतोष प्रकट करने के लिए उसका त्याग।

गाँधी ने विदेशी वस्तुओं का बहिष्कार किया था।
बहिष्करण, बहिष्कार

A group's refusal to have commercial dealings with some organization in protest against its policies.

boycott

ಅರ್ಥ : ବାହାର କରିବା ବା ନିକାଲିବା କ୍ରିୟା

ಉದಾಹರಣೆ : ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ ବହିଷ୍କାର କଲା

ಸಮಾನಾರ್ಥಕ : ବହିଷ୍କାର


ಇತರ ಭಾಷೆಗಳಿಗೆ ಅನುವಾದ :

बाहर करने या निकालने की क्रिया।

दूसरी जाति की लड़की से विवाह करने के कारण समाज ने रामू का बहिष्कार किया।
बहिष्करण, बहिष्कार

The act of forcing out someone or something.

The ejection of troublemakers by the police.
The child's expulsion from school.
ejection, exclusion, expulsion, riddance