ಅರ್ಥ : ବଦଳିବାର କାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
ଶାଢ଼ୀ ପସନ୍ଦ ନ ହେବାରୁ ସୀତା ତାକୁ ବଦଳେଇଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
ಉದಾಹರಣೆ :
ଏହି ଘଟଣା ପରଠାରୁ ତା ଜୀବନରେ ବହୁତ ପରିବର୍ତ୍ତନ ଆସିଛି
ಸಮಾನಾರ್ಥಕ : ପରିବର୍ତ୍ତନ, ପରିବର୍ତ୍ତନ ଆଣିବା, ପରିବର୍ତ୍ତନ ହେବା, ବଦଳିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
एक रूप से दूसरे रूप में आना।
इस घटना के बाद से उसके जीवन में बहुत परिवर्तन आया है।ಅರ್ಥ : କିଛି କମ୍ ଅଧିକ କରି ରୂପ ବଦଳେଇବା ବା ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
ಉದಾಹರಣೆ :
ଆଧୁନିକ ଜୀବନଶୈଳୀ ସମାଜରେ ବହୁତ ପରିବର୍ତ୍ତନ କରିଛି
ಸಮಾನಾರ್ಥಕ : ପରିବର୍ତ୍ତନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
कुछ घटा-बढ़ा कर रूप बदलना या एक रूप से दूसरे रूप में लाना।
आधुनिक जीवन शैली ने समाज में बहुत परिवर्तन किया है।Change the nature, purpose, or function of something.
Convert lead into gold.ಅರ್ಥ : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
ಉದಾಹರಣೆ :
ରମା ନିଜର ଫ୍ରିଜ୍ ବଦଳାଇ ଦେଲା
ಸಮಾನಾರ್ಥಕ : ବଦଳାଇବା
ಇತರ ಭಾಷೆಗಳಿಗೆ ಅನುವಾದ :