ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଗୋଲ ଏବଂ ଚେପଟା ଛୋଟ ବସ୍ତୁ
ಉದಾಹರಣೆ : ପିଲାଟି ରଙ୍ଗ ବଟିକା ପାଣିରେ ପକାଇ ଗୋଳଉଥିଲା
ಸಮಾನಾರ್ಥಕ : ଛୋଟଖଣ୍ଡ, ଟିକିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
गोल और चिपटी छोटी वस्तु।
A small flat compressed cake of some substance.
ಅರ್ಥ : ଔଷଧ ବଟିକା
ಉದಾಹರಣೆ : ବଟିକା ଖାଇବାପରେ ମୋର ମୁଣ୍ଡବ୍ୟଥା ଭଲ ହୋଇଗଲା
ಸಮಾನಾರ್ಥಕ : ଔଷଧ ଗୋଲି, ଗୋଲି, ବଟିକା ଗୋଲି
औषध की वटिका।
A dose of medicine in the form of a small pellet.
ಅರ್ಥ : ଛୋଟ ଗୁଳୀ ବା ଜିନିଷଖଣ୍ଡ
ಉದಾಹರಣೆ : ବଇଦ ରୋଗୀକୁ ଔଷଧର ଦୁଇଟି ବଟିକା ଦେଲେ
ಸಮಾನಾರ್ಥಕ : ଗୁଟିକା
छोटी गोली या टिकिया।
Something that resembles a tablet of medicine in shape or size.
ಸ್ಥಾಪನೆ