ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ସ୍ଥାନରୁ ଫେରି ଆସିବାର ପ୍ରକ୍ରିୟା
ಉದಾಹರಣೆ : ଫେରିବା ସମୟରେ ଆମେସବୁ ବାରାଣସୀ ହୋଇ ଆସିବୁଦିଲ୍ଲୀରୁ ଆପଣଙ୍କ ପ୍ରତ୍ୟାବର୍ତ୍ତନ କେବେ ହେବ?
ಸಮಾನಾರ್ಥಕ : ପ୍ରତି ଗମନ, ପ୍ରତ୍ୟାବର୍ତ୍ତନ, ଲେଉଟାଣି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वापस आने या लौटने की क्रिया।
The act of going back to a prior location.
ಅರ್ಥ : ପଛ ଆଡ଼କୁ ବୁଲିବା
ಉದಾಹರಣೆ : ରାମର ଡାକ ଶୁଣି ଶ୍ୟାମ ପଛକୁ ଲେଉଟିଲା
ಸಮಾನಾರ್ಥಕ : ଲେଉଟିବା
पीछे की ओर घूमना।
Turn in the opposite direction.
ಅರ್ಥ : କୌଣସି କାମ କିମ୍ବା ଜାଗାକୁ ଯାଇ ସେଠାରୁ ପୂର୍ବ ସ୍ଥାନ ବା ଅବସ୍ଥାକୁ ଫେରିବା
ಉದಾಹರಣೆ : ବାପା କାଲି ଦିଲ୍ଲୀରୁ ଫେରିଲେ
ಸಮಾನಾರ್ಥಕ : ଆସିବା, ବାହୁଡ଼ିବା, ଲେଉଟିବା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
कहीं जाकर वहाँ से पहले वाले स्थान पर आना या पहले वाले काम आदि पर आना।
ಅರ್ಥ : ଫେରି ଆସିବା ସମ୍ବନ୍ଧିତ
ಉದಾಹರಣೆ : ମୋତେ ଫେରିବା ଟିକେଟ ମଧ୍ୟ ନେବାକୁ ଅଛି
ಸಮಾನಾರ್ಥಕ : ଫେରନ୍ତା
लौटने या वापस आने से संबंधित।
ಸ್ಥಾಪನೆ