ಅರ್ಥ : କପଡ଼ା ଉପରେ ଗୋଟିଏ ପ୍ରକାରର ମାଟି ବା ରାସାୟନିକ ପଦାର୍ଥ ପକାଇ ପ୍ରସ୍ତୁତ ଗୋଟିଏ ଚିକିତ୍ସୀୟ ପଟୀ ଯାହା ତ୍ୱଚାରେ ଲଗାଇ ଦିଆଯାଏ
ಉದಾಹರಣೆ :
ଗତିହୀନ କରିବା,ଔଷଧ ଢାଳିବା,ଅସ୍ଥିଭଙ୍ଗରେ ଜଖମକୁ ସୁନିଶ୍ଚିତ କରିବା, ଜଖମକୁ ରକ୍ଷା କରିବା ଅଥବା ପ୍ରଲେପ ପଟୀକୁ ଏହି ସ୍ଥାନରେ ରଖିଦେବା ଲାଗି କରାଯାଇଥାଏ
ಸಮಾನಾರ್ಥಕ : ପ୍ରଲେପ
ಇತರ ಭಾಷೆಗಳಿಗೆ ಅನುವಾದ :
कपड़े पर एक प्रकार की मिट्टी या रासायनिक पदार्थों को फैलाकर बनाई गई एक चिकित्सीय पट्टी जो त्वचा पर लगाई जाती है।
पलस्तर का उपयोग शरीर के किसी भाग को गतिहीन करने, दबाव डालने, अस्थिभंग में खिंचाव को सुनिश्चित करने, जख्मों की रक्षा करने अथवा मरहम पट्टी को अपने स्थान पर लगे रहने देने के लिए किया जाता है।ಅರ್ಥ : ହାଡଭଙ୍ଗା ବା ମୋଡ଼ି ହୋଇଥିବା ସ୍ଥାନରେ ରାସାୟନିକ ପଦାର୍ଥ ସହିତ ଗୁଡା ହୋଇଥିବା କଡ଼ା ପଟି
ಉದಾಹರಣೆ :
ପ୍ଲାଷ୍ଟରଦ୍ୱାରା ଭାଙ୍ଗିଯାଇଥିବା ଅଙ୍ଗ ଯୋଡ଼ି ହୋଇଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାନ୍ଥରେ ଲଗାଯାଉଥିବା ସିମେଣ୍ଟ, ଚୂନ ଆଦିର ବହଳିଆ ଲେପ
ಉದಾಹರಣೆ :
ନୂଆ ପଲସ୍ତରା କରିବାପାଇଁ ସେ ଘରର ପୁରୁଣା ପଲସ୍ତରାକୁ ଛଡ଼ାଉଥିଲେ
ಸಮಾನಾರ್ಥಕ : ପଲସ୍ତରା
ಇತರ ಭಾಷೆಗಳಿಗೆ ಅನುವಾದ :