ಅರ್ಥ : ପିଲାମାନଙ୍କ ସହିତ କରାଯାଉଥିବା ପ୍ରେମପୂର୍ଣ୍ଣ ବ୍ୟବହାର
ಉದಾಹರಣೆ :
ଅତ୍ୟଧିକ ସ୍ନେହ ଯୋଗୁଁ ପିଲାମାନେ ଖରାପ ହୋଇଯାଆନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
बच्चों के साथ किया जानेवाला प्रेमपूर्ण व्यवहार।
अत्यधिक लाड़ से बच्चे बिगड़ जाते हैं।A disposition to yield to the wishes of someone.
Too much indulgence spoils a child.ಅರ್ಥ : ମାଆ ବାପା ସନ୍ତାନଙ୍କୁ ଭଲ ପାଉଥିବା ଗୁଣ
ಉದಾಹರಣೆ :
ମାଆଙ୍କ ପ୍ରତ୍ୟେକ ତାଗିଦରେ ବାତ୍ସଲ୍ୟ ଝଲକି ଉଠେ
ಸಮಾನಾರ್ಥಕ : ବାତ୍ସଲ୍ୟ, ଶିଶୁ ପ୍ରେମ, ସଂତାନ ପ୍ରେମ
ಇತರ ಭಾಷೆಗಳಿಗೆ ಅನುವಾದ :
माता-पिता का संतान पर होनेवाला प्रेम।
माँ की हरेक डाँट में बच्चों के लिए वात्सल्य झलकता है।ಅರ್ಥ : ଯେଉଁ ମନବୃତ୍ତି କୌଣସି ଲୋକକୁ ଖୁବ୍ ଭଲଭାବି ସବୁବେଳେ ତା’ପାଖରେ ରହିବାକୁ ପ୍ରେରଣା ଦିଏ
ಉದಾಹರಣೆ :
ପ୍ରେମରେ ସ୍ୱାର୍ଥର ସ୍ଥାନ ନଥାଏ
ಸಮಾನಾರ್ಥಕ : ଅନୁରଞ୍ଜନ, ଅନୁରାଗ, ମମତ୍ତ୍ୱ, ରାଗ
ಇತರ ಭಾಷೆಗಳಿಗೆ ಅನುವಾದ :
वह मनोवृत्ति जो किसी काम, चीज, बात या व्यक्ति को बहुत अच्छा, प्रशंसनीय तथा सुखद समझकर सदा उसके साथ अपना घनिष्ठ संबंध बनाये रखना चाहती है या उसके पास रहने की प्रेरणा देती है।
प्रेम में स्वार्थ का कोई स्थान नहीं होता।A strong positive emotion of regard and affection.
His love for his work.ಅರ್ಥ : ପ୍ରେମପୂର୍ବକ କରାଯାଇଥିବା ପ୍ରାର୍ଥନା
ಉದಾಹರಣೆ :
ରାମ ଓ ଲକ୍ଷ୍ମଣ ଦୁଇଜଣ ସୂର୍ପଣଖାର ପ୍ରଣୟ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ
ಸಮಾನಾರ್ಥಕ : ପ୍ରଣୟ
ಇತರ ಭಾಷೆಗಳಿಗೆ ಅನುವಾದ :
प्रणय या प्रेम की प्रार्थना।
राम और लक्ष्मण दोनों ने ही शूर्पनखा के प्रणय निवेदन को ठुकरा दिया।ಅರ್ಥ : ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
ಉದಾಹರಣೆ :
ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
A positive feeling of liking.
He had trouble expressing the affection he felt.ಅರ್ಥ : ରୂପ, ଗୁଣ, ସାନ୍ନିଧ୍ୟ, ବା କାମବାସନା କାରଣରୁ ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ଥିବା ପାରସ୍ପାରିକ ସଂପର୍କ
ಉದಾಹರಣೆ :
କେଦାର ଗୌରୀଙ୍କ ପ୍ରେମ ଅମର ହୋଇ ରହିଛି
ಇತರ ಭಾಷೆಗಳಿಗೆ ಅನುವಾದ :
A deep feeling of sexual desire and attraction.
Their love left them indifferent to their surroundings.