ಅರ್ಥ : କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି
ಉದಾಹರಣೆ :
ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି
ಸಮಾನಾರ್ಥಕ : ପ୍ରତ୍ୟାଶୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରାର୍ଥନାକାରୀ ବା ଦରଖାସ୍ତ କରିଥିବା ବ୍ୟକ୍ତି
ಉದಾಹರಣೆ :
ଚାରି ଜାନୁଆରୀରେ ଆବେଦକ ନ୍ୟାୟାଳୟରେ ଉପସ୍ଥିତ ହେବା ଆବଶ୍ୟକ
ಸಮಾನಾರ್ಥಕ : ଆବେଦକ, ଦରଖାସ୍ତକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
याचिका या अर्ज़ी करने वाला व्यक्ति।
याचिकाकर्ता को चार जनवरी को अदालत में उपस्थित होना आवश्यक है।ಅರ್ಥ : କୌଣସି ପଦପାଇଁ ଆବେଦନ କରିଥିବା ବ୍ୟକ୍ତି
ಉದಾಹರಣೆ :
ଆଜି ପଦ ଆବେଦନକାରୀଙ୍କ ଆବେଦନ ଉପରେ ବିଚାର ବିମର୍ଶ ହେବ
ಸಮಾನಾರ್ಥಕ : ପଦ ଆବେଦନକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି
ಉದಾಹರಣೆ :
ସମସ୍ତ ପ୍ରାର୍ଥୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ନାହିଁ
ಸಮಾನಾರ್ಥಕ : ଆବେଦକ, ପ୍ରାର୍ଥନାକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
One praying humbly for something.
A suppliant for her favors.ಅರ್ಥ : ପ୍ରାର୍ଥନା ବା ଆବେଦନ କରିବା ବ୍ୟକ୍ତି
ಉದಾಹರಣೆ :
ପ୍ରାର୍ଥୀ କର୍ମଚାରୀମାନଙ୍କ ଦରଖାସ୍ତଗୁଡ଼ିକ ଉପରେ ଆଜି ବିଚାର କରାଯିବ
ಸಮಾನಾರ್ಥಕ : ନିବେଦକ, ପ୍ରାର୍ଥନାକର୍ତ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :