ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପ୍ରରୋଚନା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପ୍ରରୋଚନା   ବିଶେଷ୍ୟ

ಅರ್ಥ : ପ୍ରରୋଚନର କ୍ରିୟା ବା ଭାବ

ಉದಾಹರಣೆ : ନେତାମାନଙ୍କ ପ୍ରରୋଚନାରେ ଆସି କେତେକ ଲୋକ ନିଜନିଜ ମଧ୍ୟରେ ସଂଘର୍ଷ କଲେ

ಸಮಾನಾರ್ಥಕ : ପ୍ରବର୍ତ୍ତନା, ମତାଣ


ಇತರ ಭಾಷೆಗಳಿಗೆ ಅನುವಾದ :

भड़काने की क्रिया या भाव।

नेताओं के भड़काव में आकर कुछ लोग आपस में ही भिड़ गए।
इश्तआल, इश्तिआल, भड़काना, भड़काव

ಅರ್ಥ : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ

ಉದಾಹರಣೆ : ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା

ಸಮಾನಾರ್ಥಕ : ପ୍ରବର୍ତ୍ତନା, ମତାଣ, ମତେଇବା


ಇತರ ಭಾಷೆಗಳಿಗೆ ಅನುವಾದ :

भड़काने या बढ़ावा देने की क्रिया या भाव।

मोहन ने राम की शह पर सोहन से लड़ना शुरू कर दिया।
इश्तयालक, इश्तियालक, बढ़ावा, लिफ्ट, शह

ಅರ್ಥ : କୁମାର୍ଗରେ ପ୍ରରୋଚିତ କରିବା ବା ଉସୁକେଇବାର ପ୍ରକ୍ରିୟା

ಉದಾಹರಣೆ : ଖରାପ ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ରାମ ଚୋରି କଲା


ಇತರ ಭಾಷೆಗಳಿಗೆ ಅನುವಾದ :

बहकाने की क्रिया।

गलत दोस्तों के बहकावे में आकर राम ने चोरी की।
कहना, बहकाना, बहकावा, बहलावा

The act of deceiving.

deceit, deception, dissembling, dissimulation