ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପ୍ରଧାନମନ୍ତ୍ରୀ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପ୍ରଧାନମନ୍ତ୍ରୀ   ବିଶେଷ୍ୟ

ಅರ್ಥ : କୌଣସି ସଭା, ସଂସ୍ଥା ଆଦିର ଯେଉଁ ମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ମୁଖ୍ୟ

ಉದಾಹರಣೆ : ଆଜି ଏହି ସଂସ୍ଥାର ପଦାଧିକାରୀମାନଙ୍କ ନିର୍ବାଚନ ହେଲା ଓ ଦୀନଦୟାଲଜୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରାଗଲା

ಅರ್ಥ : କୌଣସି ଦେଶ ବା ରାଜ୍ୟର ଯେଉଁ ମନ୍ତ୍ରୀ ଅନ୍ୟ ସବୁ ମନ୍ତ୍ରୀଙ୍କ ମଧ୍ୟରେ ମୁଖ୍ୟ ଓ ସେମାନଙ୍କ ନେତା

ಉದಾಹರಣೆ : ରାଜା ନିଜ ପ୍ରଧାନମନ୍ତ୍ରୀଙ୍କଠାରୁ ଉପଦେଶ ଗ୍ରହଣ କଲେ


ಇತರ ಭಾಷೆಗಳಿಗೆ ಅನುವಾದ :

प्राचीन काल में किसी राज्य या साम्राज्य के शासक द्वारा नियुक्त वह मंत्री जो और सब मंत्रियों में प्रधान या प्रमुख होता था।

राजा ने अपने प्रधानमंत्री से सलाह ली।
पीएम, प्रधान-मंत्री, प्रधान-मन्त्री, प्रधानमंत्री, प्रधानमन्त्री, महामंत्री, महामन्त्री

ಅರ್ಥ : ମନ୍ତ୍ରୀମଣ୍ଡଳର ପ୍ରଧାନ ଯାହା ପ୍ରାୟତଃ ସଂସଦୀୟ ପ୍ରଜାତନ୍ତ୍ରର କାର୍ଯ୍ୟକାରିଣୀ ମଧ୍ୟ ହୋଇଥାନ୍ତି

ಉದಾಹರಣೆ : ଆମଦେଶର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଥିଲେ

ಸಮಾನಾರ್ಥಕ : ପିଏମ୍, ପ୍ରଧାନମଂତ୍ରୀ


ಇತರ ಭಾಷೆಗಳಿಗೆ ಅನುವಾದ :

मंत्रिमण्डल का प्रधान जो प्रायः संसदीय प्रजातंत्र का कार्यकारिणी भी होता है।

हमारे देश के प्रथम प्रधानमंत्री पंडित जवाहर लाल नेहरू थे।
पीएम, प्रधान-मंत्री, प्रधान-मन्त्री, प्रधानमंत्री, प्रधानमन्त्री

A person appointed to a high office in the government.

Minister of Finance.
government minister, minister