ಅರ್ಥ : କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ
ಉದಾಹರಣೆ :
ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ
ಸಮಾನಾರ್ಥಕ : ଆକାଂକ୍ଷା, ଆଶା, ଭରସା
ಇತರ ಭಾಷೆಗಳಿಗೆ ಅನುವಾದ :
किसी पर भरोसा रखने की क्रिया कि अमुक कार्य उसके द्वारा हो सकता है या हो जायेगा।
हर पिता की अपने पुत्र से यह अपेक्षा रहती है कि वह अपने जीवन में सफल हो।