ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ବସ୍ତୁ, କାର୍ଯ୍ୟଆଦିକୁ ତିଆରି କରିବା ବା କରିବା ପୂର୍ବରୁ ନିର୍ମାଣ କରାଯାଉଥିବା ତାହାର ଢାଞ୍ଚା
ಉದಾಹರಣೆ : ନୂଆ ଯନ୍ତ୍ରର ନମୂନା ତିଆରି ହୋଇଗଲାଣି
ಸಮಾನಾರ್ಥಕ : ନମୂନା, ପ୍ରାରୂପ, ମଡ଼େଲ, ରୂପରେଖ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी वस्तु, कार्य आदि को बनाने या करने से पहले तैयार की गई उसकी छोटी प्रतिकृति।
Scale drawing of a structure.
ಅರ್ಥ : ଜଳ, ଦର୍ପଣଆଦିରେ ଦେଖାଯାଉଥିବା କୌଣସି ବସ୍ତୁର ଛାୟା
ಉದಾಹರಣೆ : ଦେବର୍ଷି ନାରଦ ଜଳରେ ନିଜ ପ୍ରତିବିମ୍ବ ଦେଖିଲାରୁ ତାଙ୍କୁ ମାଙ୍କଡ ରୂପ ଦିଶିଲା
ಸಮಾನಾರ್ಥಕ : ଛାଇ, ପ୍ରତିବିମ୍ବ, ବିମ୍ବ
जल, दर्पण आदि में दिखाई पड़ने वाली किसी वस्तु की छाया।
A likeness in which left and right are reversed.
ಸ್ಥಾಪನೆ