ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପ୍ରତାରଣା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପ୍ରତାରଣା   ବିଶେଷ୍ୟ

ಅರ್ಥ : ନିଜ ଉପରେ ବିଶ୍ୱାସ କରିବା ବ୍ୟକ୍ତିର ବିଶ୍ୱାସ ବିପରୀତରେ କରାଯାଉଥିବା କାମ

ಉದಾಹರಣೆ : ଈନ୍ଦିରା ଗାନ୍ଧୀଙ୍କର ଅଙ୍ଗରକ୍ଷକମାନେ ତାଙ୍କ ସହିତ ବିଶ୍ୱାସଘାତକତା କଲେ ଏବଂ ତାଙ୍କୁ ଗୁଳିକରି ମାରିଦେଲେ

ಸಮಾನಾರ್ಥಕ : ଦଗା, ବିଶ୍ୱାସଘାତକତା


ಇತರ ಭಾಷೆಗಳಿಗೆ ಅನುವಾದ :

अपने पर विश्वास करनेवाले के विश्वास के विपरीत किया जानेवाला कार्य।

इंदिरा गांधी के अंगरक्षकों ने उनके साथ विश्वासघात किया और उनको गोलियों से छलनी कर दिया।
अपघात, गद्दारी, ग़द्दारी, दग़ा, दग़ाबाज़ी, दगा, दगाबाजी, बददियानती, बेवफ़ाई, बेवफाई, विश्वासघात

An act of deliberate betrayal.

betrayal, perfidy, treachery, treason

ಅರ್ಥ : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ

ಉದಾಹರಣೆ : ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ

ಸಮಾನಾರ್ಥಕ : ଛଳନା, ଠକାମି


ಇತರ ಭಾಷೆಗಳಿಗೆ ಅನುವಾದ :

The act of deceiving.

deceit, deception, dissembling, dissimulation

ಅರ್ಥ : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ

ಉದಾಹರಣೆ : ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍‌ଣ ବ୍ୟଙ୍ଗ କରିଛନ୍ତି

ಸಮಾನಾರ್ಥಕ : କପଟତା, ଛଦ୍ମତା, ଛଳ କପଟ, ଛଳନା, ଭଣ୍ଡତା, ଶଠତା


ಇತರ ಭಾಷೆಗಳಿಗೆ ಅನುವಾದ :

Pretending that something is the case in order to make a good impression.

They try to keep up appearances.
That ceremony is just for show.
appearance, show