ಅರ್ಥ : ହିନ୍ଦୁମାନଙ୍କର ଜଣେ ଦେବତା ଯାହାଙ୍କୁ ସୃଷ୍ଟିର ସ୍ରଷ୍ଟା ବୋଲି ବିଚାର କରାଯାଏ
ಉದಾಹರಣೆ :
ନାରଦ ବ୍ରହ୍ମାଙ୍କ ବରଦ ପୁତ୍ର
ಸಮಾನಾರ್ಥಕ : ଚତୁର୍ମୁଖ, ପଦ୍ମଯୋନି, ପିତାମହ, ବିଧାତା, ବ୍ରହ୍ମା, ହଂସବାହନ, ହିରଣ୍ୟଗର୍ଭ
ಇತರ ಭಾಷೆಗಳಿಗೆ ಅನುವಾದ :
हिन्दुओं के एक देवता जो सृष्टि के सृजक माने जाते हैं।
नारद ब्रह्मा के वरद पुत्र हैं।The Creator. One of the three major deities in the later Hindu pantheon.
brahmaಅರ್ಥ : ଫୁଲଆଦି ଉପରେ ଘୁରି ବୁଲୁଥିବା ଏକ ସୁନ୍ଦର ଉଡ଼ନ୍ତା ପୋକ
ಉದಾಹರಣೆ :
ପିଲାଟି ପ୍ରଜାପତିକୁ ଧରିବାକୁ ଚେଷ୍ଟା କରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
Diurnal insect typically having a slender body with knobbed antennae and broad colorful wings.
butterfly