ಅರ್ಥ : ଅତ୍ୟଧିକ ହେବାର ଅବସ୍ଥା ବା ଭାବ
ಉದಾಹರಣೆ :
ଶରୀରରେ ଚିନିର ଅତ୍ୟଧିକତା ଯୋଗୁଁ ମଧୁମେହ ରୋଗ ହୁଏ
ಸಮಾನಾರ್ಥಕ : ଅତି ଅଧିକ, ଅତ୍ୟଧିକତା, ପ୍ରାଚୁର୍ଯ୍ୟ, ବିପୁଳତା
ಇತರ ಭಾಷೆಗಳಿಗೆ ಅನುವಾದ :
The property of being extremely abundant.
The profusion of detail.ಅರ್ಥ : ଯଥେଷ୍ଟ ହେବା ଅବସ୍ଥା ବା ଭାବ
ಉದಾಹರಣೆ :
ଖାଦ୍ୟ ଶସ୍ୟର ପର୍ଯ୍ୟାପ୍ତତା କାରଣରୁ ଆମମାନଙ୍କୁ କେବେ ବି ଭୋକରେ ରହିବାକୁ ପଡ଼ିବନାହିଁ
ಸಮಾನಾರ್ಥಕ : ପର୍ଯ୍ୟାପ୍ତତା, ଯଥେଷ୍ଟତା
ಇತರ ಭಾಷೆಗಳಿಗೆ ಅನುವಾದ :
पर्याप्त होने की अवस्था या भाव।
अन्न की पर्याप्तता के कारण हमें कभी भूखों नहीं मरना पड़ता।