ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପୋଷିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପୋଷିବା   କ୍ରିୟାପଦ

ಅರ್ಥ : ପଶୁ, ପକ୍ଷୀଆଦିଙ୍କୁ ନିଜ ପାଖରେ ରଖି ଖାଇବା ପିଇବାକୁ ଦେବା

ಉದಾಹರಣೆ : କିଛି ଲୋକ ସଉକରେ କୁକୁର, ବିଲେଇ, ଶୁଆଆଦି ପୋଷନ୍ତି

ಸಮಾನಾರ್ಥಕ : ପାଳିବା, ଲାଳନପାଳନ


ಇತರ ಭಾಷೆಗಳಿಗೆ ಅನುವಾದ :

पशु, पक्षी आदि को अपने पास रखकर खिलाना-पिलाना।

कुछ लोग शौक से कुत्ते, बिल्ली, तोता अदि पोसते हैं।
पालना, पोसना

Raise.

She keeps a few chickens in the yard.
He keeps bees.
keep

ಅರ್ಥ : ଭୋଜନ ଓ ବସ୍ତ୍ର ଦେଇ ଜୀବନ ରକ୍ଷା କରିବା

ಉದಾಹರಣೆ : ପ୍ରତ୍ୟେକ ମାଁ ବାପା ନିଜନିଜର କ୍ଷମତା ଅନୁସାରେ ନିଜ ପିଲାମାନଙ୍କୁ ପାଳନ କରନ୍ତି

ಸಮಾನಾರ್ಥಕ : ପାଳନ କରିବା, ପାଳନପୋଷଣ କରିବା, ପାଳିବା


ಇತರ ಭಾಷೆಗಳಿಗೆ ಅನುವಾದ :

भोजन, वस्त्र आदि देकर जीवन रक्षा करना।

हर माँ-बाप अपनी हैसियत के अनुसार,अपने बच्चों को पालते हैं।
परवरिश करना, पालन करना, पालन-पोषण करना, पालना, पालना-पोषना, पोषना