ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଡବାଭଳି ଏକ ଢାଙ୍କୁଣୀଯୁକ୍ତ ପାତ୍ର
ಉದಾಹರಣೆ : ବଣିଆ କାଚ ପେଡ଼ିରେ କେତେକ ବହୁମୂଲ୍ୟ ରତ୍ନ ରଖିଛି
ಸಮಾನಾರ್ಥಕ : ପେଟରା, ମଞ୍ଜିଷା, ମଞ୍ଜୁଷା, ମଞ୍ଜୂଷା, ସିନ୍ଦୁକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
डिब्बे की तरह का एक ढक्कनदार पात्र।
ಅರ್ಥ : ଯେଉଁ ଟୋକେଇରେ ସାପ ରଖା ଯାଏ
ಉದಾಹರಣೆ : ସାପୁଆ କେଳା ସାପ ପେଡ଼ିରୁ ସାପ ବାହାର କରି ଦର୍ଶକମାନଙ୍କୁ ଦେଖାଉଛି
ಸಮಾನಾರ್ಥಕ : ସାପ ପେଡ଼ି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
वह टोकरी जिसमें साँप रखे जाते हैं।
(architecture) a slender upright spire at the top of a buttress of tower.
ಅರ್ಥ : ବାଉଁଶ ଆଦିର ପାତିଆରେ ତିଆରି କରାଯାଇଥିବା ଏକ ଢାଙ୍କୁଣୀଯୁକ୍ତ ପାତ୍ର
ಉದಾಹರಣೆ : ପେଡ଼ିରେ ସାପ ବନ୍ଦହୋଇ ଅଛି
बाँस आदि की पट्टियों से बना हुआ एक ढक्कनदार पात्र।
A basket usually with a cover.
ಸ್ಥಾಪನೆ