ಅರ್ಥ : ବହୁତ ଖାଉଥିବା ବ୍ୟକ୍ତି
ಉದಾಹರಣೆ :
ରାମାନନ୍ଦ ବହୁତ ବଡ଼ ପେଟୁ, ସିଏ ଥରକେ ଖୁବ ବେଶି ଖାଏ
ಇತರ ಭಾಷೆಗಳಿಗೆ ಅನುವಾದ :
A person who is devoted to eating and drinking to excess.
glutton, gourmand, gourmandizer, trenchermanಅರ್ಥ : ଅତ୍ୟଧିକ ଖାଇବାବାଲା
ಉದಾಹರಣೆ :
ପେଟୁ ରମେଶ, ଥରକରେ କିଲେ ଚାଉଳର ଭାତ ଖାଏ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାକୁ ସଦାବେଳେ ଭୋକ ଲାଗୁଥାଏ
ಉದಾಹರಣೆ :
ପେଟୁ ବ୍ୟକ୍ତି ସବୁବେଳେ କିଛି ନା କିଛି ଖାଇବାକୁ ହାଁ ହାଁ ହୁଏ
ಸಮಾನಾರ್ಥಕ : ଗିଳା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବଡ଼ ପେଟବାଲା
ಉದಾಹರಣೆ :
ବଡ଼ପେଟା ଲୋକେ ନିୟମିତ ବ୍ୟାୟାମ କରିବା ଆବଶ୍ୟକ
ಸಮಾನಾರ್ಥಕ : ବଡ଼ପେଟା
ಇತರ ಭಾಷೆಗಳಿಗೆ ಅನುವಾದ :