ಅರ್ಥ : ଭରିବାକାମ ଅନ୍ୟ କାହାଦ୍ୱାରା କରାଇବା
ಉದಾಹರಣೆ :
କୃଷକ ତା ସ୍ତ୍ରୀଦ୍ୱାରା ମୁଣିରେ ଧାନ ପୂରାଉଛି
ಸಮಾನಾರ್ಥಕ : ପୂରାଇବା, ବୋଝେଇକରିବା, ଭରିବା, ଭର୍ତ୍ତିକରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
ಉದಾಹರಣೆ :
ପ୍ରଥମେ ଏହି କାମ ଶେଷ କର
ಸಮಾನಾರ್ಥಕ : ପୂରା କରିବା, ଶେଷ କରିବା, ସମାପ୍ତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी काम या वस्तु आदि का अंत करना।
पहले यह काम खत्म करो।