ಅರ್ಥ : ଗାତଆଦି ପୋତିହୋଇ ତାର ଚାରିପାଖ ସ୍ତରସହ ସମାନ ହେବା
ಉದಾಹರಣೆ :
ଆରେ! ସାମ୍ନାର ଗାତଟି କେବେ ପୋତି ହେଲା
ಸಮಾನಾರ್ಥಕ : ପୋତିହେବା, ଭର୍ତ୍ତିହେବା, ସମତଳ ହେବା, ସମାନ ହେବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ଆଦିର ଖାଲି ସ୍ଥାନକୁ କୌଣସି ଅନ୍ୟ ପଦାର୍ଥରୁ ଆଣି ପୂର୍ଣ୍ଣ କରିବା
ಉದಾಹರಣೆ :
ବର୍ଷା ପାଣିରେ ପୋଖରୀ ଭର୍ତ୍ତି ହୋଇଗଲା
ಸಮಾನಾರ್ಥಕ : ଭର୍ତ୍ତିହେବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी वस्तु आदि के खाली स्थान का किसी और पदार्थ के आने से पूर्ण होना।
वर्षा के पानी से तलाब भर गया।