ಅರ್ಥ : ଯେ ମନ୍ଦିରରେ ଦେବତା ଆଦିଙ୍କ ପୂଜା ଅର୍ଚ୍ଚନାପାଇଁ ନିଯୁକ୍ତ ହୋଇଥାନ୍ତି
ಉದಾಹರಣೆ :
ଶ୍ୟାମର ବାପା ଏହି ମନ୍ଦିରର ପୂଜାରୀ
ಇತರ ಭಾಷೆಗಳಿಗೆ ಅನುವಾದ :
A person who performs religious duties and ceremonies in a non-Christian religion.
non-christian priest, priestಅರ್ಥ : ଦେବତାଙ୍କୁ ପୂଜା କରୁଥିବା ବ୍ରାହ୍ମଣ
ಉದಾಹರಣೆ :
ପୂଜାରୀଙ୍କ କହିବା ପରେ ସମସ୍ତେ ଅଗ୍ନିରେ ଆହୁତି ଦେଲେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ମୂର୍ତ୍ତି ବା ପ୍ରତିମା ପୂଜା କରନ୍ତି
ಉದಾಹರಣೆ :
ମୂର୍ତ୍ତିପୂଜକଙ୍କ ମନ ଶାନ୍ତ ରହିବ, ଏହା ଜରୁରୀ ନୁହେଁ
ಸಮಾನಾರ್ಥಕ : ମୂର୍ତ୍ତିପୂଜକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ପୂଜା କରେ
ಉದಾಹರಣೆ :
ଭଗବାନଙ୍କ ସଚ୍ଚୋଟ ଉପାସକ ସଂସାରିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯିଏ ଈଶ୍ୱର ବା ଦେବତାଆଦିଙ୍କୁ ଭକ୍ତି କରନ୍ତି
ಉದಾಹರಣೆ :
ସେ ହନୁମାନ ଭକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :