ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯାହା ପୁଷ୍ପ ସହିତ ସଂଯୁକ୍ତ
ಉದಾಹರಣೆ : ସୀତାର ବଗିଚା ଫୁଟିଲାଫୁଲ ଗଛରେ ଭରା
ಸಮಾನಾರ್ಥಕ : କୁସୁମିତ, ପୁଷ୍ପଯୁକ୍ତ, ଫୁଟିଲାଫୁଲ, ମଞ୍ଜରିତ, ସୁମନିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जो पुष्प से युक्त हो।
Having a flower or bloom.
ಅರ್ಥ : ଯେଉଁ ଗଛ ବିଶେଷ ରୂପେ ଫୁଲ ପାଇଁ ହିଁ ପ୍ରସିଦ୍ଧ
ಉದಾಹರಣೆ : ବଗିଚାରେ ବହୁତ ସୁନ୍ଦର ସୁନ୍ଦର ସପୁଷ୍ପକ ଗଛ ଲାଗିଛି
ಸಮಾನಾರ್ಥಕ : ପୁଷ୍ପବନ୍ତ, ସପୁଷ୍ପକ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
जो विशेष रूप से फूल के लिए ही प्रसिद्ध हो (वनस्पति)।
ಅರ್ಥ : ଯେଉଁଥିରେ ଫୁଲ ଧରିଛି
ಉದಾಹರಣೆ : ଏହି ପୁଷ୍ପବନ୍ତ ଗଛ ଗୁଡ଼ିକ ହିଁ ବଗିଚାର ଶୋଭା ବଢ଼ାନ୍ତି
ಸಮಾನಾರ್ಥಕ : ପୁଷ୍ପବନ୍ତ
जिसमें फूल लगे हों।
ಅರ್ಥ : ଫୁଟିଲା ବା ଖେଳିଲା
ಉದಾಹರಣೆ : ସୂର୍ଯ୍ୟ ଉଦୟ ସହିତ ହିଁ ସୂର୍ଯ୍ୟମୁଖୀ ଫୁଲ ପ୍ରସ୍ଫୁଟିତ ହୋଇଗଲା ଏହି ଫୁଲ ପୂର୍ଣ୍ଣରୂପେ ବିକଶିତ ହୋଇନାହିଁ
ಸಮಾನಾರ್ಥಕ : ପରିସ୍ଫୁଟ, ବିକଶିତ, ମୁକୁଳିତ
जो खिल गया हो (फूल)।
Bursting into flower.
ಸ್ಥಾಪನೆ