ಅರ್ಥ : ପିନ୍ଧିବା ବା ଧାରଣ କରିବା କ୍ରିୟା
ಉದಾಹರಣೆ :
ଧୋତୀ ପିନ୍ଧିବା ପରେ ପଣ୍ଡିତଜୀ ଆସନ ଉପରେ ବସିଲେ
ಸಮಾನಾರ್ಥಕ : ପରିଧାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା
ಉದಾಹರಣೆ :
ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ
ಸಮಾನಾರ್ಥಕ : ଧାରଣ କରିବା, ପରିଧାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :