ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଏକ ପାହାଡ଼ୀ ରାଗ
ಉದಾಹರಣೆ : ସଙ୍ଗୀତଜ୍ଞ ପାହାଡ଼ୀ ରାଗ ଶୁଣାଇ ସମସ୍ତଙ୍କ ଠାରୁ ବାହାବାହା ଲୁଟିନେଲେ
ಸಮಾನಾರ್ಥಕ : ପାହାଡ଼ିଆ, ପାହାଡ଼ିଆ ରାଗ, ପାହାଡ଼ୀ ରାଗ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक पहाड़ी राग।
Any of various fixed orders of the various diatonic notes within an octave.
ಅರ್ಥ : ଯେ ପାହାଡ଼ିଆ ଜାଗାରେ ବାସ କରେ
ಉದಾಹರಣೆ : ଜଣେ ପାହାଡ଼ୀ ଗାଁ ଗାଁ ବୁଲି ସ୍ୱେଟର ବିକ୍ରି କରୁଛି
ಸಮಾನಾರ್ಥಕ : ପାହାଡ଼ିଆ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह जो पहाड़ी क्षेत्र में निवास करता हो।
ಅರ್ಥ : ଗୋଟିଏ ଭାଷା
ಉದಾಹರಣೆ : ପାହାଡ଼ୀ ଭାଷାର ଅନେକ ରୂପ
ಸಮಾನಾರ್ಥಕ : ପାହାଡ଼ୀ ଭାଷା
एक भाषा।
ಅರ್ಥ : ପାହାଡ଼ ସମ୍ବନ୍ଧୀୟ
ಉದಾಹರಣೆ : ସେ ପାହାଡ଼ିଆ ଅଞ୍ଚଳରେ ବାସ କରନ୍ତି
ಸಮಾನಾರ್ಥಕ : ପାର୍ବତୀୟ, ପାହାଡ଼ିଆ
पहाड़ संबंधी या पहाड़ का।
Having hills and crags.
ಅರ್ಥ : ଯାହା ପାହାଡ଼ ଉପରେ ବା ପାହାଡ଼ୀ କ୍ଷେତ୍ରରେ ମିଳେ
ಉದಾಹರಣೆ : ସେ ପାହାଡ଼ୀ ବୃକ୍ଷ ଗୁଡ଼ିକ ବିଷୟରେ ତଥ୍ୟ ସଂଗ୍ରହ କରୁଛି
ಸಮಾನಾರ್ಥಕ : ପାର୍ବତୀୟ
पहाड़ पर या पहाड़ी क्षेत्र में पाया जाने वाला होने वाला।
Of or inhabiting mountainous regions.
ಸ್ಥಾಪನೆ