ಅರ್ಥ : ଭଗବାନ ଶଙ୍କରଙ୍କର ଗୋଟିଏ ଅସ୍ତ୍ର ଯାହା ବହୁତ ଶକ୍ତିଶାଳୀ ଥିଲା
ಉದಾಹರಣೆ :
ଭଗବାନ ଶିବଙ୍କୁ କଠୋର ତପସ୍ୟା କରି ଅର୍ଜୁନ ପାଶୁପତ ଅସ୍ତ୍ର ଲାଭ କରିଥିଲେ
ಸಮಾನಾರ್ಥಕ : ପାଶୁପତ ଅସ୍ତ୍ର, ପାଶୁପତାସ୍ତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
भगवान शंकर का एक अस्त्र जो बहुत प्रचंड था।
अर्जुन ने भगवान शिव की कठोर तपस्या करके पाशुपतास्त्र अर्जित किया था।ಅರ್ಥ : ଗୋଟିଏ ଗଛରୁ ମିଳୁଥିବା ସୁନ୍ଦର ଫୁଲ
ಉದಾಹರಣೆ :
ମାଳୀ ଅଗସ୍ତି ଫୁଲର ମାଳା ତିଆରି କରୁଛି
ಸಮಾನಾರ್ಥಕ : ଅଗସ୍ତି ଫୁଲ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶିବୋକ୍ତ ତନ୍ତ୍ର ଶାସ୍ତ୍ର
ಉದಾಹರಣೆ :
ତାନ୍ତ୍ରିକ ଜଣକ ପାଶୁପତ ଜ୍ଞାତା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ପଶୁପତିଙ୍କ ସିଦ୍ଧାନ୍ତକୁ ମାନେ
ಉದಾಹರಣೆ :
ପାଶୁପତ ଶ୍ମଶାନରେ ସାଧନା କରୁଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :