ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପାଳନ କରିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପାଳନ କରିବା   କ୍ରିୟାପଦ

ಅರ್ಥ : କାହାରି କଥା, ଆଦେଶ ଆଦି ଅନୁସାରେ କାମ କରିବା

ಉದಾಹರಣೆ : ସେ ମୋ ଆଦେଶ ମାନିଲା ନାହିଁ

ಸಮಾನಾರ್ಥಕ : ମାନିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी की बात, आदेश आदि के अनुसार काम करना।

उसने मेरी आज्ञा नहीं मानी।
पालन करना, मानना

Be obedient to.

obey

ಅರ್ಥ : କାହାରି ପ୍ରତିପାଳନ କରିବାପାଇଁ ସାଧନର ବ୍ୟବସ୍ଥା କରିବା

ಉದಾಹರಣೆ : ଶ୍ୟାମ ଗୋଟିଏ ବଡ଼ ପରିବାରର ଭରଣପୋଷଣ କରୁଛି

ಸಮಾನಾರ್ಥಕ : ପରିବାର ଚଳାଇବା, ପୋଷଣ କରିବା, ପ୍ରତିପାଳନ କରିବା, ଭରଣପୋଷଣ କରିବା


ಇತರ ಭಾಷೆಗಳಿಗೆ ಅನುವಾದ :

किसी के निर्वाह के लिए साधन जुटाना।

श्याम एक बड़े परिवार का भरण-पोषण करता है।
भरण-पोषण करना

ಅರ್ಥ : ଭୋଜନ ଓ ବସ୍ତ୍ର ଦେଇ ଜୀବନ ରକ୍ଷା କରିବା

ಉದಾಹರಣೆ : ପ୍ରତ୍ୟେକ ମାଁ ବାପା ନିଜନିଜର କ୍ଷମତା ଅନୁସାରେ ନିଜ ପିଲାମାନଙ୍କୁ ପାଳନ କରନ୍ତି

ಸಮಾನಾರ್ಥಕ : ପାଳନପୋଷଣ କରିବା, ପାଳିବା, ପୋଷିବା


ಇತರ ಭಾಷೆಗಳಿಗೆ ಅನುವಾದ :

भोजन, वस्त्र आदि देकर जीवन रक्षा करना।

हर माँ-बाप अपनी हैसियत के अनुसार,अपने बच्चों को पालते हैं।
परवरिश करना, पालन करना, पालन-पोषण करना, पालना, पालना-पोषना, पोषना