ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ସୁନା ବା ରୂପା ବାକ୍ସରେ ରଖାଯାଇଥିବା ପାନ ଖିଲ
ಉದಾಹರಣೆ : ଭୋଜନ ପରେ କୁଣିଆମାନଙ୍କୁ ଖାଇବାକୁ ପାନଡବା ଦିଆଗଲା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
सोने या चाँदी के वर्क में लपेटा हुआ पान का बीड़ा।
ಅರ್ಥ : ଯେଉଁ ଡବାରେ ପାନ ଏବଂ ପାନରେ ଲଗାଯାଉଥିବା ଖଇର, ଚୂନ, ଗୁଆ ଆଦି ଜିନିଷ ରଖାଯାଏ
ಉದಾಹರಣೆ : ଜେଜେ ପାନଡବା ଖୋଲିଲେ ଏବଂ ପାନ ଭାଙ୍ଗିଲେ
ಸಮಾನಾರ್ಥಕ : ପାନଦାନୀ
वह डिब्बा जिसमें पान और पान पर लगाये जानेवाली कत्था,चूना,सुपारी आदि सामग्री रखी जाती है।
ಸ್ಥಾಪನೆ