ಅರ್ಥ : ଗୋଟିଏ ଲତା ଯାହାର ପତ୍ର ଉପରେ ଖଇର, ଚୂନ ଆଦି ଲଗାଇ ଏବଂ ତାକୁ ମୋଡ଼ିକରି ଖିଆଯାଏ"
ಉದಾಹರಣೆ :
ଏହି ବର୍ଷ ପାନ ପତ୍ର ବଢୁନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
एक लता जिसके पत्तों पर कत्था, चूना आदि लगाकर और उनका बीड़ा बनाकर खाया जाता है।
इस साल पान के पत्ते बढ़ नहीं रहे हैं।ಅರ್ಥ : ପିଇବା କାମ
ಉದಾಹರಣೆ :
ମୋହନ ମଦ୍ୟପାନ ପରେ ସୋହନ ସହିତ ଝଗଡ଼ା କଲା
ಸಮಾನಾರ್ಥಕ : ପିଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଔଷଧର ଯେତିକି ମାତ୍ରା ଏକା ଥରକେ ଖିଆ ଯାଏ
ಉದಾಹರಣೆ :
ଦୁଇ ପାନ ଔଷଧ ଖାଇଲପରେ ମଧ୍ୟ ଜ୍ୱର କମିଲା ନାହିଁ
ಸಮಾನಾರ್ಥಕ : ଡୋଜ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ପାନପତ୍ରରେ ଖଇର,ଚୁନ ଆଦି ଲଗାଇ ଖିଲ କରାଯାଏ
ಉದಾಹರಣೆ :
ଖାଇସାରିବା ପରେ ପାନ ଖାଇଲେ ଖାଦ୍ୟ ଶୀଘ୍ର ହଜମ ହୁଏ